ଭୁବନେଶ୍ୱର : ବିଏମ୍ସି କାର୍ଯ୍ୟାଳୟରେ ୨୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କାଲି ଟେଷ୍ଟ କରାଯାଇଥିବା ନମୂନାରୁ ୨୨ ଜଣଙ୍କର ପଜିଟିଭ୍ ଅଛି ବୋଲି ଚିହ୍ନଟ କରାଯାଇଛି । ଅନ୍ୟ ସବୁ କର୍ମଚାରୀଙ୍କର ନମୂନା ପରୀକ୍ଷା କରାଯିବ ।ବିଏମ୍ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା କରାଯାଇଛି ।
ରାଜ୍ୟରେ ୧୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଖୋର୍ଦ୍ଧାରେ ସ୍ଥିତି ଭୟଙ୍କର