20.1 C
Bhubaneswar
Saturday, November 16, 2024
Homeଓଡିଶାଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଲକ୍ଷ୍ୟ

ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଲକ୍ଷ୍ୟ

ଭୁବନେଶ୍ୱର : ରାଜ୍ୟରେ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଲୋକ ଟିକା ନେଲେଣି । ସେଥିମଧ୍ୟରୁ ପ୍ରଥମ ଡୋଜ ନେଇଛନ୍ତି ୭୮% ଅର୍ଥାତ ୨ କୋଟି ୪୧ ଲକ୍ଷ ୫୧ ହଜାରରୁ ଅଧିକ ଏବଂ ଉଭୟ ଡୋଜ ନେଇଛନ୍ତି ୩୨% ଅର୍ଥାତ ୯୯ ଲକ୍ଷ ୨୨ ହଜାର ୮୪୫ ଲୋକ ।
ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବା ଲକ୍ଷ୍ୟ ରହିଛି ।

ବ୍ରହ୍ମପୁର ଓ ଭୁବନେଶ୍ବର ମହାନଗର ନିଗମରେ ୧୦୦% ପ୍ରଥମ ଡୋଜ ଟିକାକରଣ ହୋଇଛି । ରିଆମାଳ, ଟିକାବାଲି, ରାଇକିଆ, ଜି ଉଦୟଗିରି, ବେଳଗୁଣ୍ଠାରେ ୧୦୦% ପ୍ରଥମ ଡୋଜ ଟିକାକରଣ , ୩୫୪୦ଟି ଗାଁରେ ବି ୧୦୦% ପ୍ରଥମ ଡୋଜ୍‌ ଟିକାକରଣ ହୋଇଛି । ଦିତୀୟ ଡୋଜ ଟିକା ନେଇ ନଥିବା ଲୋକଙ୍କୁ ବାରମ୍ବାର ମେସେଜ କରାଯାଉଛି । କାମରେ ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ପୁରସ୍କୃତ କରାଯାଉଛି । ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ଲୋକଙ୍କୁ ଘରେ ଟିକା ଦିଆଯାଉଛି । ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡି ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking