ରାଉରକେଲା : ରାଉରକେଲା କୋୟଲ ନଦୀରେ ଭାଷିଯାଇ ୩ ଯୁବକ ନିଖୋଜ ହୋଇଯାଇଛନ୍ତି । ସେମାନେ ଝିରିପାଣିକୁ ପିକିନିକ ମନାଇବାକୁ ଯାଇଥିବା ଜଣାପଡ଼ିଛି । ତେବେ ନଦୀରେ ଗାଧଉଥିବା ସମୟରେ ଗୋଡ଼ ଖସିଯିବାରୁ ଭାଷିଯାଇ ନିଖୋଜ ଅଛନ୍ତି । ଏବେ ଅଗ୍ନିସମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଥିଲା ବେଳେ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ଓ ଅନ୍ୟ ୨ ଜଣଙ୍କୁ ଖୋଜାଯାଉଛି ।