ନୂଆଦିଲ୍ଲୀ: ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ବାପା ହେଉଛନ୍ତି ଜଣେ । ପ୍ରାୟ ଅଢେ଼ଇ ହଜାର କୋଟି ଟଙ୍କାର ସମ୍ପତି । ଏମିତି ପରିବାରରେ ଜନ୍ମ ନେବା ଭାଗ୍ୟର କଥା । ହେଲେ ଜଣେ ମଣିଷ ର ଭାବନା ଏବଂ ପରିଚୟ ସୃଷ୍ଟି କରିବା ଏତେ ସହଜ କଥା ନୁହେଁ । ପାଖରେ ଖୁସିର ଖଜଣା ଥାଇ ମଧ୍ୟ ସେ ବେଳେ ବେଳେ ଖରାପ୍ ଚିନ୍ତା କରିଥାଏ । ତେବେ ଦୁନିଆର ଜଣେ ଅତି ପ୍ରତିଷ୍ଠିତ ପରିବାରର ଝିଅ ପର୍ଣ୍ଣ୍ ଷ୍ଟାର ହେବା ନେଇ ମଞ୍ଜୁୁୁୁରୀ ମାଗି ଏବେ ଚର୍ଚ୍ଚ ରେେ। ଚଳିତ ବର୍ଷ ଫେବୃଆରୀ ରେେ ଏହିି ଖୁଲା ସେ କରିଥିଲା । ସେ ପର୍ଣ୍ ଇଣ୍ଡଷ୍ଟ୍ରି ରେ ସକ୍ରିୟ ରହିଛି । ମାତ୍ର ତାଙ୍କୁୁ ପର୍ଣ ଅକ୍ଟ୍ରେସ ର ଲାଇସେନ୍ସ ମିଳିନିି। ଯେଉଁଥିପାଇଁଁ ତାଙ୍କୁୁ ନିଜ ଇଚ୍ଛାରେ ଲଗା ମ ଦେବାକୁୁ ପଡ଼ିଲା । ସେ ଯେତେବେଳେ ଯାହା ଚାହିଁବେ ତାହା କରି ପାରିବେ । ହେଲେ ଆଡଲ୍ଟ ଇଣ୍ଟରନେଟ ରେ ମଞ୍ଜୁରୀ ତାଙ୍କୁ ମିଳିବା ଦରକାର୍ । ସେ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହେଁ । ଏକ୍ସ କ୍ୟାରିଅର ରେ ଆନନ୍ଦ ବି ଉଠାଇବାକୁ ଚାହେଁ । ହଲିଉଡ୍ ର ମହାନ୍ ଫିଲ୍ମ ନିର୍ମାତା ଷ୍ଟିଭାନ ସ୍ପିଲବର୍ଗ ଙ୍କ ଝିଅ ମିକେଲା ସ୍ପିଲବର୍ଗ ଏମିତି କହି ଏବେ ଚର୍ଚ୍ଚାରେ ।