ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ସୁଧାର ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣଙ୍କ କୋରନାରେ ମୃତ୍ୟୁ ଘଟିଛି । ତେବେ ସେଥିମଧ୍ୟରୁ ୩ ଜଣ ଖୋର୍ଦ୍ଧାରୁ ଥିବା ବେଳେ ୨ ଜଣ ନୂଆପଡ଼ାରୁ ମୃତ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
Regret to inform the demise of five numbers of Covid positive patients while under treatment in hospitals.
1.A 35-year-old male of Khordha district who was also suffering from Diabetes Mellitus.
2.A 60-year-old male of Khordha district.
— H & FW Dept Odisha (@HFWOdisha) November 30, 2020
3.A 55-year-old male of Khordha district.
4.A 60-year-old male of Nuapada district.
5.A 50-year-old female of Nuapada district.
— H & FW Dept Odisha (@HFWOdisha) November 30, 2020