26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗନକଲି ଘିଅ ଫ୍ୟାକ୍ଟ୍ରିର ହବ ପାଲଟିଛି କଟକ

ନକଲି ଘିଅ ଫ୍ୟାକ୍ଟ୍ରିର ହବ ପାଲଟିଛି କଟକ

କଟକ : କଟକରେ ଠାବ ହୋଇଛି ଆଉ ଏକ ନକଲି ଘିଅ କାରଖାନା । କଟକ ଜଗତପୁର ଶିଳ୍ପାଞ୍ଚଳ ଠାରେ ଆଉ ଏକ ଘିଅ କାରଖାନା ଠାବ ହୋଇଛି । ଗତ ସପ୍ତାହରେ ଆଉ ଏକ ନକଲି ଘିଅ ଓ ମସଲା କରଖାନା ଠାବ ହୋଇଥିଲ। । ପୋଲିସ ପୁଣି ଆଜି ଖବର ପାଇ ଜଗତପୁର ଅଞ୍ଚଳରେ ଚଢାଉ କରି ନକଲି ଘିଅ ଜବତ କରିଛି । ବହୁ ନାମୀ ଦାମୀ କମ୍ପାନୀର ନାମ ବ୍ୟବହାର କରି ଏହି କାରଖାନା ଚଳାଯାଉଛି । ଜବତ ହୋଇଥିବା ଘିଅର ଆନୂମାନିକ ମୁଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ ବୋଲି ଜଣାପଡ଼ିଛି । ତେବେ କରଖାନାରେ ଘିଅ ପ୍ରସ୍ତୁତ ପାଇଁ ବିଭିନ୍ନ ରାସାୟାନିକ କେମିକାଲ ଓ ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି । ଖାଇବା ଦ୍ରବ୍ୟରେ ଏପରି ନକଲି ଓ ଭେଜାଲ ଜିନଷ ବ୍ୟବହାର ଓ ବିକ୍ରୟରେ କଟକ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ କେତେ ସୁରକ୍ଷିତ ତା’ ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking