20.1 C
Bhubaneswar
Monday, November 18, 2024
Homeଓଡିଶାଡ଼ାଲଚିନି ରଖିବ ଫିଟ

ଡ଼ାଲଚିନି ରଖିବ ଫିଟ

ଡ଼ାଲଚିନି ଘରେ ଘରେ ପରିଚିତ ଏକ ବ୍ୟବହୃତ ଜିନିଷ । କିନ୍ତୁ କ’ଣ ଆପଣ ଯାଣନ୍ତି ଏହାକୁ କେବଳ ମସଲାରେ ନୁହଁ ଏହାର ଏପରି ବହୁତ କିଛି ମହତ୍ୱପୁର୍ଣ୍ଣ ଗୁଣ ଅଛି ଯାହା ଆପଣଙ୍କ ନିୟମିତ ସେବନ ଦ୍ୱାରା ବିନା ସାଇଡ଼ ଇଫେକ୍ଟରେ ଶରୀରକୁ ସୁସ୍ଥ ରଖିବ ଓ ମେଡ଼ିସିନର କାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବ । ଡ଼ାଲଚିନିର ୮ ଟି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ :
୧-ଡ଼ାଲଚିନିକୁ ଖିରରେ ପକାଇ ପିଇଲେ ଏହା ଶରୀରରେ ମେଟାବେଲିଜିମକୁ ବଢାଇଥାଏ ।
୨-ଏହା ଶରୀରର ଇମ୍ୟୁନିଟି ପାୱାରକୁ ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ ।
୩- ଡ଼ାଲଚିନିର ସେବନରେ ଆପଣଙ୍କ ଶରୀରରେ ଇନଫେକସନର ଡ଼ର କମିଯାଇଥାଏ ।
୪-ଏହାକୁ ଖାଦ୍ୟରେ ନିୟମିତ ଖାଇବା ଦ୍ୱାରା ଯେଉଁ ମାନେ ଶରୀର ବନାଇ ଥାନ୍ତି ଓ ଅଧିକ ବାୟାମ କରୁଥାନ୍ତି ତାଙ୍କ ଶରୀରରେ ହେଉଥିବା ଟିସ୍ୟୁ ବ୍ରେକକୁ ରୋକି ରିପେୟାର କରିଥାଏ ।
୫-ଏହା ଆମ ଶରୀରରୁ ଚର୍ବି କମାଇଥାଏ ଓ ପତଳା ରଖିବାରେ ସାହାଯ୍ୟ କରିଥାଏ ।
୬-ଏହା ବୟସ୍କ ଲେକ ମାନଙ୍କ ହାଡ଼ ଓ ଗଣ୍ଠି ଜନିତ ରୋଗ କୁ କମ କରିଥାଏ ।
୭-ଡ଼ାଲଚିନି ହୃଦରୋଗ ଭଳି ବଡ଼ ସମସ୍ୟାକୁ ମଧ୍ୟ ଦୁରରେ ରଖିଥାଏ ।
୮-ଏହା ସହିତ ଶରୀରର କୋଲଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking