34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୩୦ ଦିନ ପୁର୍ବରୂ ବନ୍ଦ ହେଲା ବିଧାନସଭା

୩୦ ଦିନ ପୁର୍ବରୂ ବନ୍ଦ ହେଲା ବିଧାନସଭା

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ପୁର୍ବରୁ ବନ୍ଦ ହେଲା ବିଧାନ ସଭା । ବିରୋଧିଙ୍କ କଡ଼ା ମୁକାବିଲାର ଯବାବ ରଖିପାରିଲେ ନାହିଁ ରାଜ୍ୟ ସରକାର । ଏହି ଶୀତ କାଳୀନ ଅଧିବେଶନ ଡ଼ିସେମ୍ବର ୩୦ ତାରିଖ ଯାଏଁ ହେବାକୁ ଥିଲ । କେବଳ ୧୦ ଦିନ ଅଧିବେଶନ ଚାଲିପାରିଥିବା ବେଳେ ଆଜିଠୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଘୋଷଣା କରିଛନ୍ତି । ତେବେ ହଟ୍ଟଗୋଳ ମଧ୍ୟରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ଏହା ୧୧ ହଜାର ୭୦୦ କୋଟିର ବିଲି ବୋଲି ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking