ଭୁବନେଶ୍ୱର:ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ରାଜ୍ୟର ୩୦ ଜିଲ୍ଲାରୁ ୪୦୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬୨ସଙ୍ଗରୋଧ କେନ୍ଦ୍ରରୁ ଓ ୧୭୪୬ ସ୍ଥାନୀୟ ଅଞ୍ଚଳରୁ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 24th September
New Positive Cases: 4208
In quarantine: 2462
Local contacts: 1746(Details of local contacts will be shared by concerned Dist Administration)
District Wise Cases
1. Angul: 194
2. Balasore: 118
3. Bargarh: 114
4. Bhadrak: 48
5. Balangir: 76— I & PR Department, Odisha (@IPR_Odisha) September 25, 2020
6. Boudh: 29
7. Cuttack: 465
8. Deogarh: 20
9. Dhenkanal: 68
10. Gajapati: 13
11. Ganjam: 63
12. Jagatsinghpur: 181
13. Jajpur: 237
14. Jharsuguda: 81
15. Kalahandi: 116
16. Kandhamal: 102
17. Kendrapada: 110
18. Keonjhar: 82
19. Khurda: 725
20. Koraput: 72
21. Malkangiri: 61— I & PR Department, Odisha (@IPR_Odisha) September 25, 2020
22. Mayurbhanj: 154
23. Nawrangpur: 131
24. Nayagarh: 52
25. Nuapada: 175
26. Puri: 199
27. Rayagada: 61
28. Sambalpur: 131
29. Sonepur: 26
30. Sundargarh: 80
31. State Pool: 224New Recovery: 3779
Cumulative Tested: 3009183
Positive: 201096
Recovered: quote
Active Cases: 39232— I & PR Department, Odisha (@IPR_Odisha) September 25, 2020
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦୧୦୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୯୨୩୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୬୧୦୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।