40.1 C
Bhubaneswar
Tuesday, April 30, 2024
Homeଓଡିଶାବରୀର ପାଟ ଜମିରୁ ଜଳ ନିଷ୍କାସନ ପାଇଁ ବିଧାୟିକା କ୍ଷେତ୍ର ପରିଦର୍ଶନ କରୁଛନ୍ତି

ବରୀର ପାଟ ଜମିରୁ ଜଳ ନିଷ୍କାସନ ପାଇଁ ବିଧାୟିକା କ୍ଷେତ୍ର ପରିଦର୍ଶନ କରୁଛନ୍ତି

ଯାଜପୁର: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ର ଚାଷ ଜମିରେ ଏବେ ବର୍ଷା ଜଳ ଜମି ରହିଛି  । ବିରୂପା କେଲୁଅ ର ପ୍ରଥମ ବନ୍ୟା ଜଳ ଜମି କୁ ମହାକାଳପଡ଼ା ବାଟଦେଇ ପ୍ରବେଶ କରି ବର୍ଷା ଜଳ ରେ ମିଶି ଧାନ ଫସଲ କୁ ନଷ୍ଟ କରିଛି । ପାଖା ପାଖି ୯ ହଜାର ହେକ୍ଟର ଚାଷଜମି ର ଧାନ ଫସଲ ନଷ୍ଟ ହୋଇଯାଇଛି । ଏହି ଜଳ ନିଷ୍କାସନ ପାଇଁ ବିଧାୟିକା ସୁନନ୍ଦା ଦାସ ,ତହସିଲଦାର ସରୋଜ କାନ୍ତ ନାୟକ ,ସମାଜସେବୀ ନୀର ସମାଲ ,ବିଜେଡି ବ୍ଲକ ସଭାପତି କେଦାର ସମାଲ ,ସାମ୍ବାଦିକ ବାଞ୍ଛାନିଧି ସାହୁ , ପ୍ରତାପ ଦାସ , ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ , ଯୁବ ନେତା ରଂଜନ ପଣ୍ଡା ,ଆଶିଷ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ସୁଇଜ ଗେଟ ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking