19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଦୁବାଇରୁ ଫେରିଲେ ୧୮୧ ଜଣ ଭାରତୀୟ

ଦୁବାଇରୁ ଫେରିଲେ ୧୮୧ ଜଣ ଭାରତୀୟ

ନୂଆଦିଲ୍ଲୀ : ବନ୍ଦେ ଭାରତ ମିଶନର ପ୍ରଥମ ପର୍ଯ୍ୟାୟରେ ଫେରିଲେ ଭାରତୀୟ। ପ୍ରଥମ ବିମାନ କେରଳର କାଲିକଟରେ ଅବତରଣ କରିଛି। ଦୁବାଇରୁ ଭାରତୀୟଙ୍କୁ ଆଣି କାଲିକଟରେ ପହଞ୍ଚିଛି ପ୍ରଥମ ବିମାନ। ଗତକାଲି ବିଳମ୍ବିତ ରାତିରେ ଦୁବାଇରୁ ୧୮୧ ଜଣ ଭାରତୀୟ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ନବଜାତ ରହିଛନ୍ତି। ବନ୍ଦେ ଭାରତ ମିଶନରେ ପର୍ଯ୍ୟାୟ କ୍ରମେ ୧୨ଟି ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ। ସୂଚନା ମୁତାବକ ଏହି ଅଭିଯାନ ୭ ଦିନ ଧରି ଚାଲିବ। ପ୍ରଥମେ ଉପସାଗରୀୟ ଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ। ଅନ୍ୟପଟେ ନୌସେନାର ଯୁଦ୍ଧ ଜାହାଜ ମଧ୍ୟ ମିଶନରେ ସାମିଲ ହୋଇଛି। ୧ ହଜାର ଭାରତୀୟଙ୍କୁ ଧରି ଏହି ଜାହାଜ ଭାରତ ଅଭିମୁଖେ ଯାତ୍ରା କରୁଛି ।
https://onakhabar.com/2020/05/08/covid-19-death-1886-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking