ଯାଜପୁର : ମହାମାରୀ କୋଭିଡି -19 ବିରୁଦ୍ଧରେ କିପରି ମୁକାବିଲା କରାଯାଇପାରିବ ବ୍ୟାସନଗର ସହର ରେ ଗତ କାଲି ତା 17.04.2020 ରିଖ ସିଭିଲ ସୋସାଇଟି ତରଫରୁ ଜୁମ ଆପ ମାଧମ ରେ ଏକ ବୈଠକ ହୋଇଯାଇଛି | ଏହି ବୈଠକ ରେ ଜିଲ୍ଲା ଓ ପୌର ପ୍ରଶାସନ ସାମାଜିକ ଦୂରତା ସହ ପୋଲିସ ସିଭିଲ ଡ୍ରେସ ରେ ରହି ଆଇନ ଭାଙ୍ଗୁ ଥିବା ଖିଲାପ କାରି ଙ୍କ ଉପରେ ନଜର ରଖି ପାରିବେ | ଏହି ଦୁଇଟି ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ ବୈଠକ ରେ କରି ଥିଲେ | ପୋଲିସ ଛଦ୍ମ ବେଶ ରେ ରହି ଲୋକ ମାନେ ପରିବା ମାଛ ଓ ମାଂସ ଦୁକାନ , ବ୍ୟାଙ୍କ, ଗ୍ରୋସରୀ ଦୁକାନ ମାନଙ୍କ ରେ ସାମାଜିକ ଦୂରତା କୁ ରକ୍ଷ କରି କାଣାକିଣି ଲେନ ଦିନେ କରୁଛନ୍ତି କି ନାହିଁ ଜିଲ୍ଲା ଓ ପୋଲିସ ପ୍ରଶାସନ ନଜର ରଖିବା ଉଚିତ |ଖିଲାପ କାରୀଙ୍କ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନେବା ଓ ଦୋକାନ ଭାଇ ମାନେ ସାମାଜିକ ତୁରତା ରକ୍ଷା ସହ ମାସ୍କ ଗ୍ଳୋବ୍ସ ପିନ୍ଧି ଜିଣିଷ ବିକ୍ରି ନିର୍ଦ୍ଧାରିତ ସମୟ ରେ କରିବା | ଏହି ବୈଠକ ଶ୍ରୀ ବିବେକା ନନ୍ଦ ଙ୍କ ଅଧ୍ୟକ୍ଷତା ରେ ବରିଷ୍ଠ ଡ଼ ସଦାନନ୍ଦ ମହାନ୍ତି, ବରିଷ୍ଠ ଆଇନ ଜୀବି ଚନ୍ଦ୍ରଶେଖର ଶେଖର ପଣ୍ଡା, ବାଣିଜ୍ୟ ମଣ୍ଡଳ ର ସବିବ, ସମାଜ ସେବି ସୌମ୍ୟା ପ୍ରିୟଦର୍ଶିନୀ ଯୋଗ ଦେଇ ଥିବା ସହ ଶ୍ରୀ ନନ୍ଦ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ, ପୋଲିସ ପ୍ରଶାସନ, ମେଡିକାଲ ଷ୍ଟାଫ୍ଫ, ସଫାଇ କର୍ମଚାରୀ ମାନଂକୁ ଓ ମିଡ଼ିଆ ବନ୍ଧୁ ମାନଂକୁ ନିଜ ନିଜ ଜରୁରୀ କାଳୀନ ସେବା ପାଇଁ ଧନ୍ୟବାଦ ଜଣାଇ ଥିଲେ| ରିପୋର୍ଟ -ଅଭିମନ୍ୟୁ ମିଶ୍ର