41.1 C
Bhubaneswar
Tuesday, April 30, 2024
HomeUncategorizedବଢିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭତା

ବଢିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭତା

ଭୁବନେଶ୍ୱର: ଛାତ୍ରାବାସରେ ନରହି କେବଳ ପଢୁଥିବା ଛାତ୍ରଛାତ୍ରୀଙ୍କ ଭତା ୩୭୦କୁ ବୃଦ୍ଧି କରାଯାଇଛି । କ୍ରୀଡା ଉପକରଣ ପାଇଁ ଶିକ୍ଷାନୁଷ୍ଠାନକୁ ୩ ବର୍ଷରେ ଥରେ ୧୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଛି । ତେବେ ଫର୍ଣ୍ଣିଚର ପାଇଁ ୧ ଲକ୍ଷ ଦିଆଯିବାକୁ ଥିବା ବେଳେ କମ୍ପ୍ୟୁଟର ପାଇଁ ୫୦ ହଜାର ଦିଆଯିବ ବୋଲି ସୂଚନା ମିଳିଛି । ଏତଦ ବ୍ୟତୀତ ସ୍ୱତନ୍ତ୍ର ସଫ୍ଟଓୟାର ପାଇଁ ୬୦ ହଜାର ଟଙ୍କା ମଧ୍ୟ ଦିଆଯିବ । ଏନେଇ ଆଜି ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking