32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ସଫା

ଛତିଶଗଡ : ଛତିଶଗଡରେ ଏନକାଉଣ୍ଟର, ୮ ମାଓବାଦୀ ନିପାତ । ବିଜାପୁର ଜିଲ୍ଲାର ଆବୁଝମା ଜଙ୍ଗଲରେ ଏହି ଏନକାଉଣ୍ଟର । ଆବୁଝମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ୮ ମାଓବାଦୀ ନିପାତ ହୋଇଛନ୍ତି । ତେବେ ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି ।

ଭାରତୀୟ ସେନାରେ ସାମିଲ ହେଲା ନାଗାସ୍ତ୍ର-୧

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking