ଯାଯପୁର: ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୭ ଲକ୍ଷ ଟଙ୍କାର ସହାୟତା । ୨ ଲକ୍ଷର ଅନୁକମ୍ପା ରାଶି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା । ୫ ଲକ୍ଷର ଅନୁକମ୍ପା ନେଇ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସୂଚନା । ଗୁରୁତର ଆହତଙ୍କୁ ୧ ଲକ୍ଷ, ସାମାନ୍ୟ ଆହତଙ୍କୁ ୧୫ ହଜାର ଟଙ୍କା ମିଳିବ ।