26.1 C
Bhubaneswar
Thursday, September 19, 2024
Homeଖେଳଇଂଲଣ୍ଡକୁ ୫୫୭ ରନ୍ ଟାର୍ଗେଟ : ମ୍ୟାଚରେ ଜୟସ୍ୱାଲଙ୍କ ଦ୍ୱିଶତକ

ଇଂଲଣ୍ଡକୁ ୫୫୭ ରନ୍ ଟାର୍ଗେଟ : ମ୍ୟାଚରେ ଜୟସ୍ୱାଲଙ୍କ ଦ୍ୱିଶତକ

ରାଜକୋଟ : ରାଜକୋଟ ଟେଷ୍ଟରେ ଓପନର ଯଶସ୍ୱୀ  ଜୟସ୍ୱାଲଙ୍କ ଦ୍ୱିଶତକ ପ୍ରଦର୍ଶନ । ୨୩୧ ବଲରୁ ଦ୍ୱିଶତକ ହାସଲ କରିଛନ୍ତି  ଜୟସ୍ୱାଲ । ୧୩ ଟି ଚୌକା ଓ ୧୦ ଟି ଛକା ସହାୟତାରେ ଦ୍ୱିଶତକ ହାସଲ କରିଛନ୍ତି  ଜୟସ୍ୱାଲ । ଟେଷ୍ଟ କ୍ୟାରିୟରେ ଇଏ ହେଉଛି ଜୟସ୍ୱାଲଙ୍କ ଦ୍ୱିତୀୟ ଦ୍ୱିଶତକ । ଇଂଲଣ୍ଡକୁ ୫୫୭ ରନ୍ ଟାର୍ଗେଟ ଦେଲା ଭାରତ ।  ୪୩୦/୪ ସ୍କୋରରେ ଭାରତ ପାଳି ଘୋଷଣା ହୋଇଛି । ଯଶସ୍ୱୀ ଜୟସ୍ୱାଲଙ୍କ ଅପରାଜିତ ୨୧୪ ରନରେ ଇଏ ହେଉଛି ବିଶାଳ ସ୍କୋର ।  ମ୍ୟାଚରେ ଶୁବମନ ଗିଲ୍ ଓ ସରଫରାଜ ଖାନ୍‌ଙ୍କ ଅର୍ଦ୍ଧଶତକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking