17.1 C
Bhubaneswar
Friday, December 20, 2024
Homeଓଡିଶାବଣ୍ଡାଘାଟି ପାଇଁ ଅଧିକ ୫୦ ହଜାର : ପ୍ରଭାତୀ

ବଣ୍ଡାଘାଟି ପାଇଁ ଅଧିକ ୫୦ ହଜାର : ପ୍ରଭାତୀ

ଭୁବନେଶ୍ୱର : ବଣ୍ଡାଘାଟି ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥିତି ପରଖିଲେ । ସୁଭଦ୍ରା ଓ ଆବାସ ଯୋଜନା ବାବଦରେ ଲୋକଙ୍କୁ ଭେଟିଲେ ।  ସୁଭଦ୍ରା ୨୯୩୨ ରିଜେକ୍ଟ ଆବେଦନର  ସାନି ବିଚାର ହେବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଲରକାରୀ ପ୍ରତିନିଧି ଆସି ଘର ଘର ବୁଲି ସମାଧାନ କରିବେ ।  ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି । ତେଣି ସରକାର  ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଦେବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking