30.1 C
Bhubaneswar
Monday, May 20, 2024
Homeଓଡିଶାଅନୁଗୁଳଯାତ୍ରୀବାହୀ ଘରୋଇ ବସ୍‌କୁ ୫ ଲକ୍ଷ ଜରିମାନା

ଯାତ୍ରୀବାହୀ ଘରୋଇ ବସ୍‌କୁ ୫ ଲକ୍ଷ ଜରିମାନା

ଅନୁଗୋଳ : ଯାତ୍ରୀବାହୀ ଘରୋଇ ବସ୍‌କୁ ୫ ଲକ୍ଷ ଜରିମାନା। ପରିବହନ ଆକ୍ଟ ଉଲଘଂନ ଅଭିଯୋଗରେ ମୋଟ ୪ ଲକ୍ଷ ୯୮ ହଜାର ୭୬୪ ଟଙ୍କା ଜରିମାନା କରିଛନ୍ତି। ସିଂହବାହିନୀ ନାମକ ଏକ ଘରୋଇ ବସକୁ ଫାଇନ୍‌ କରିଛନ୍ତି ତାଳଚେର ପରିବହନ ଅଧିକାରୀ । ୧୯୨(କ) ଅନୁଯାୟୀ ପରମିଟ ନଥାଇ ଗାଡି ଚଳାଇବା ପାଇଁ ୧୦ ହଜାର , ଟ୍ୟାକ୍ସ ବାବଦକୁ ବକେୟା ପାଇଁ ୪ ଲକ୍ଷ ୮୮ ହଜାର ୭୬୪ ଟଙ୍କାର ଫାଇନ୍‌ କଟାଯାଇଛି । ଜରିମାନା ସହ ବସଟିକୁ ପାଲଲହଡା ଥାନା ଜିମା ଦିଆଯାଇଛି । ସୁଚନା ଅନୁସାରେ ଦୀର୍ଘଦିନରୁ ଏହି ବସ୍‌ଟି ପରିବହନ ଆଇନ ଉଲଘଂନ କରି ଆସୁଥିବା ବେଳେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଫାଇନ କଟାଯାଇଥିବା ତାଳଚେର ଆରଟିଓ ସୂଚନା ଦେଇଛନ୍ତି । ବସ୍‌ଟି ଖମାରରୁ କୋଲକାତା ଯାଉଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking