ଭୁବନେଶ୍ୱର : ଉତ୍କର୍ଷ ଓଡିଶା ଆୟୋଜନ ଏକ ଚ୍ୟାଲେଞ୍ଜ ହେବ । ୨୦୨୫ରେ ଅନେକ ଶିଳ୍ପ ଗ୍ରାଉଣ୍ଡେଣ୍ଟ ହେବ । ୫ଲକ୍ଷ କୋଟି ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି । ଦେଶ ଓ ଦେଶ ବାହାରେ ରୋଡ ସୋ ହୋଇଛି । ଉତ୍କର୍ଷ ଓଡିଶାରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶିଳ୍ପକୁ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବ । କେଉଁ ଶିଳ୍ପରେ ଅଧିକ ନିଯୁକ୍ତି ମିଳିବ ଗୁରୁତ୍ୱ ଦିଆଯାଉଛି । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।