35.1 C
Bhubaneswar
Monday, June 17, 2024
Homeଓଡିଶାଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ

ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ

ଭୁବନେଶ୍ବର : ଚାଲିଛି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଶନିବାର ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ। ଦିନ ୩ ଟା ସୁଦ୍ଧା ୪୮.୪୪ % ମତଦାନ ହୋଇଥିବା ନେଇ ସୂଚନା ମିଳିଛି। ଅନୁଗୁଳ ୫୩.୧୩% ଭୋଟିଂ ହୋଇଛି। ସେହିପରି କଟକ ୪୨.୧୧% , ଦେଓଗଡ ୫୬.୦୦%, ଢେଙ୍କାନାଳ ୪୭.୮୯%, କେନ୍ଦୁଝର ୫୩.୬୧% ଭୋଟିଂ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking