ଭୁବନେଶ୍ୱର : ଏବେ ବି ରହିଛି ଅନ୍ଧ ବିଶ୍ୱାସ । ୫ ବିଗତ ୫ ବର୍ଷରେ ୪୦୮ ଗୁଣି ଗାରେଡି ମାମଲା ରୁଜୁ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ସର୍ୱାଧିକ ମାମଲା ରୁଜୁ ହୋଇଛି । ୫ ବର୍ଷରେ ମୟୁରଭଞ୍ଜରୁ ୯୩ ଜଣ ଗିରଫ ହୋଇଛନ୍ତି । ୨୦୨୨ରେ ଗଞ୍ଜାମ ଜିଲ୍ଲାରୁ ୩୨ ଜଣ ଗିରଫ ହୋଇଛନ୍ତି ।