29.7 C
Bhubaneswar
Sunday, July 12, 2026
Homeଦେଶ ବିଦେଶବିଷାକ୍ତ ଗ୍ୟାସ ଯୋଗୁଁ ୪ ଶ୍ରମିକ ମୃତ

ବିଷାକ୍ତ ଗ୍ୟାସ ଯୋଗୁଁ ୪ ଶ୍ରମିକ ମୃତ

ନୂଆଦିଲ୍ଲୀ: ଗୁଜୁରାଟର ଭାରୁଚ ଜିଲ୍ଲାର ଦେହେଜରେ ଥିବା ଏକ ରାସାୟନିକ କାରଖାନାରେ ବିଷାକ୍ତ ଗ୍ୟାସ ଯୋଗୁଁ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଗତକାଲି ବିଳମ୍ବିତ ରାତିରେ ଗୁଜୁରାଟ ଫ୍ଲୋରୋକେମିକାଲ୍ସ ଲିମିଟେଡ (ଜିଏଫଏଲ) ର ଏକ ଉତ୍ପାଦନ ୟୁନିଟରେ ପାଇପରୁ ବାହାରୁଥିବା ବିଷାକ୍ତ ଧୂଆଁକୁ ନିଶ୍ୱାସ ନେବା ପରେ ସେମାନେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ବୋଲି ଦେହେଜ ପୋଲିସ ଷ୍ଟେସନ ଇନ୍ସପେକ୍ଟର ବିଏମ ପାଟିଦାର କହିଛନ୍ତି। ଏହି ଚାରିଜଣ କର୍ମଚାରୀଙ୍କୁ ଭରୂର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ୪ ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking