28.1 C
Bhubaneswar
Thursday, September 19, 2024
Homeଓଡିଶାପୋଲିସ ଏନ୍‌କାଉଣ୍ଟରରେ ୪ ମାଓବାଦୀ ସଫା

ପୋଲିସ ଏନ୍‌କାଉଣ୍ଟରରେ ୪ ମାଓବାଦୀ ସଫା

ଛତିଶଗଡ : ଛତିଶଗଡ ବିଜାପୁରରେ ଏନ୍‌କାଉଣ୍ଟର ବେଳେ ୪ ବାଓମାଦୀ ନିହତ ହୋଇଛନ୍ତି । ମିର୍ତୁର ଥାନାଠାରୁ ୧୪ କିମି ଦୂର ପୋମରା ଜଙ୍ଗଲରେ ଏନ୍‌କାଉଣ୍ଟର ଘଟିଛି । ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଥିବା ସୂଚନା ମିଳିଛି । ସମସ୍ତ ୪ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

 

ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନୱାଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking