23.1 C
Bhubaneswar
Saturday, October 19, 2024
Homeଅପରାଧ୪ କୋଟି ଠକେଇ: ୩ ଗିରଫ

୪ କୋଟି ଠକେଇ: ୩ ଗିରଫ

ଭୁବନେଶ୍ୱର: ୪ କୋଟି ଠକେଥ ମାମଲାରେ ୩ ଜଣଙ୍କୁ ଗିରଫ କଲା ଇଓଢବ୍ଲୁ । ଅର୍ବାନ ବ୍ୟାଙ୍କର ୨ ଜଣ ଓ ଜଣେ ଏଲଆଇସି ଏଜେଣ୍ଟ ଗିରଫ ହୋଇଛନ୍ତି । ନୂଆପାଟଣା ବ୍ରାଚଂର ଅବସରପ୍ରାପ୍ତ ମ୍ୟାନେଜର ଶେଖ୍ ଅବଦୁଲ ହଇ ଗିରଫ ହୋଇଛନ୍ତି । ସିନିଅର ଆସିଷ୍ଟାଣ୍ଡ ପ୍ରକାଶ ମହାପାତ୍ର, ଏଜେଣ୍ଟ ମୁସ୍ତାକିମ ରାଜା ଗିରଫ ହୋଇଥିବା ଜଣାପଡିଛି । ନକଲି ଏଲଆଇସି ପଲିସି ଦେଖାଇ ୩.୮୨ କୋଟିର କ୍ଷଣ ନେଇଥିଲା ରାଜା ।

ଖସିଲା ସୁନା ଦର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking