ଭୁବନେଶ୍ୱର : ରାଜ୍ୟରେ ଆଜି ଲକ୍ଷେ ଟପିଛି ସୁସ୍ଥଙ୍କ ସଂଖ୍ୟା । ଆଜି ୨୭୮୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୦୨୧୮୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଖୋର୍ଦ୍ଧାରୁ ୧୧୪୫, କଟକରୁ ୨୩୦, ପୁରୀରୁ ୧୯୨, ମୟୁରଭଞ୍ଜରୁ ୧୫୩, ଗଞ୍ଜାମରୁ ୧୧୫, ବାଲେଶ୍ୱରରୁ ୭୮, କେନ୍ଦୁଝରରୁ ୭୬, ବରଗଡ଼ରୁ ୭୫, ଯାଜପୁରରୁ ୬୮, କୋରାପୁଟରୁ ୬୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨, ଭଦ୍ରକରୁ ୫୪, ଝାରସୁଗୁଡ଼ାରୁ ୫୦, ନବରଙ୍ଗପୁରରୁ ୪୫, ମାଲକାନଗିରିରୁ ୪୧, ସୋନପୁରରୁ ୩୬, ଢ଼େଙ୍କାନାଳରୁ ୩୫, ବଲାଙ୍ଗୀରରୁ ୨୮, କନ୍ଧମାଳରୁ ୨୮, ନୂଆପଡ଼ାରୁ ୨୫, ସୁନ୍ଦରଗଡ଼ରୁ ୨୩, କଳାହାଣ୍ଡିରୁ ୧୮, ରାୟଗଡ଼ାରୁ ୧୮, ଗଜପତିରୁ ୧୭, କେନ୍ଦ୍ରାପଡ଼ାରୁ ୧୫, ନୟାଗଡ଼ରୁ ୧୨, ଅନୁଗୁଳରୁ ୯, ବୌଦ୍ଧରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ।
Happy to share that with the discharge of 2787 #COVID19 patients today, Odisha has crossed one lakh recovered cases of Covid-19!
1145 from Khordha
230 from Cuttack
192 from Puri
153 from Mayurbhanj
115 from Ganjam
78 from Baleswar
76 from Keonjhar
75 from Bargarh
68 from Jajapur— H & FW Dept Odisha (@HFWOdisha) September 8, 2020
68 from Koraput
64 from Jagatsinghpur
62 from Sambalpur
54 from Bhadrak
50 from Jharsuguda
45 from Nabarangpur
41 from Malkangiri
36 from Sonepur
35 from Dhenkanal
28 from Bolangir
28 from Kandhamal
25 from Nuapada
23 from Sundargarh
18 from Kalahandi
18 from Rayagada— H & FW Dept Odisha (@HFWOdisha) September 8, 2020
17 from Gajapati
15 from Kendrapara
12 from Nayagarh
9 from Anugul
7 from BoudhThe total recovered cases of Odisha now stand at 102185
— H & FW Dept Odisha (@HFWOdisha) September 8, 2020