30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆଇପିଏଲ୍ ରେ ମଜାଦାର ଦୃଶ୍ୟ

ଆଇପିଏଲ୍ ରେ ମଜାଦାର ଦୃଶ୍ୟ

ନୂଆଦିଲ୍ଲୀ : କୋଲକାତା ନାଇଡ ରାଇଡର୍ସ ପକ୍ଷରୁ ଖେଳୁଥିବା ବ୍ୟାଡିଂ ମଟାଲିୟନ ଆଇପିଏଲର ପ୍ରଥମ ମ୍ୟାଚରେ ୧୫୮ ରନ କରି ଏହାକୁ ଆହୁରି ଲୋକପ୍ରିୟ ଓ ରୋଚକ କରାଇଥିଲେ । ଯାହାଦ୍ୱାରା ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଆହୁରି ବଢିଥିଲା । ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ୟାସ ନେଇଥିବା ସୁରେଶ ରାଇନା ଆଇପିଏଲରେ ସବୁଠୁ ଅଧିକ କ୍ୟାଚ କରିଥିବା ଖେଳାଳୀ । ଆପଣମାନେ ସମସ୍ତ ଆଇପିଏଲ ସମୟରେ ଅନେକ ଫନି ସିନ୍ ଦେଖିବାକୁ ପାଇଥିବେ । ଆଉ ଏମିତି କିଛି ୨୦୧୪ ମସିହାରେ ହୋଇଥିଲା । ମ୍ୟାଚରେ ଅମ୍ପାୟାର କ୍ଲାରି ବୋଲାୟର୍ଡକୁ ଶାନ୍ତ ରହିବାକୁ କହିଥିଲେ । ଆଉ ଫଳ ସ୍ୱରୂପ ସେ ମୁହଁ ବନ୍ଦ କରି ଆସିଥିଲେ । ତେବେ ଚେନ୍ନାଇ ସୁପର କିଙ୍ଗସ ଏକମାତ୍ର ଟିମ ଯିଏ କେବେ ବି କ୍ୟାପଟେନ ପରିବର୍ତ୍ତନ କରିନାହିଁ । କାରଣ ସେଥିରେ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନୀ ଅଧିନାୟକତ୍ୱ କରିଆସୁଛନ୍ତି । ଆଉ ଚଳିତ ଥର ବି ଧୋନୀଙ୍କୁ ଦେଖିବା ପାଇଁ ଅନେକ ଦର୍ଶକ ଆଇପିଏଲରେ ସାମିଲ ହେବେ । ୨୦୧୫ ମସିହା ପର୍ଯ୍ୟନ୍ତ ଯୁବରାଜ ସିଂ ଙ୍କୁ ସର୍ବାଧିକ ୧୬ କୋଟି ମୂଲ୍ୟରେ କିଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking