27.1 C
Bhubaneswar
Sunday, October 20, 2024
Homeଓଡିଶାଜଳିଗଲା ୨୦୦ କାର୍‌, ୨୫୦ ବାଇକ୍‌

ଜଳିଗଲା ୨୦୦ କାର୍‌, ୨୫୦ ବାଇକ୍‌

ନୂଆଦିଲ୍ଲୀ: ଦିଲ୍ଲୀ ୱଜିରାବାଦ ପୋଲିସ ଟ୍ରେନିଂ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ନିଆଁ ଲାଗି ଜଳିଗଲା ୨୦୦ କାର୍ ସହ ୨୫୦ରୁ ଅଧିକ ବାଇକ୍ । ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ଏବେ ଯାଏଁ କିଛି ସ୍ପଷ୍ଟ ହୋଇପାରିନାହିଁ । ଏବଂ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ବୋଲି ଖବର ସାମ୍ନାକୁ ଆସିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking