ବାଲେଶ୍ୱର: ନାବାଳିକା ଅପହରଣ ଓ ଦୁଷ୍କର୍ମୀ ଶିକ୍ଷକଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ । ୨୦୨୧ରେ ନର୍ଲା ଥାନା ଅଞ୍ଚଳର ଘଟଣାରେ ପୋକ୍ସୋ କୋର୍ଟଙ୍କ ରାୟ । ଦୋଷୀ ବସନ୍ତ ଦାସଙ୍କୁ ଦଣ୍ଡାଦେଶ କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ ନିର୍ଦ୍ଧେଶ । ୨୦୧୯ରେ ସିମୁଳିଆ ଥାନା ଅଞ୍ଚଳରେ ଦୁଷ୍କର୍ମ ମାମଲା ହୋଇଥିଲା ।