28.1 C
Bhubaneswar
Wednesday, May 6, 2026
Homeଓଡିଶାରାଜଧାନୀରୁ ନକଲି ଡାକ୍ତର ଗିରଫ

ରାଜଧାନୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର : ରାଜଧାନୀରେ ନକଲି ଡାକ୍ତର । ଭୁବନେଶ୍ୱରୁ ଜଣେ ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଅଜୟ କାଣ୍ଡି । ତାଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି । ଗିରଫ ନକଲି ଡାକ୍ତର ବାଇକ ଆମ୍ବୁଲାନ୍ସରେ ବୁଲି ଔଷଧ ବିକି ଲୋକଙ୍କୁ ଠକୁଥିଲେ । ଓଜନ ହ୍ରାସ, କ୍ୟାନସର, ଗୋରାପଣ ପାଇଁ ବିଭିନ୍ନ ଔଷଧ ସେ ଦେଉଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking