31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶରାଜସ୍ଥାନରେ ୨ ଉପମୁଖ୍ୟମନ୍ତ୍ରୀ

ରାଜସ୍ଥାନରେ ୨ ଉପମୁଖ୍ୟମନ୍ତ୍ରୀ

ରାଜସ୍ଥାନ : ଛତିଶଗଡ, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ୨ ଉପମୁଖ୍ୟମନ୍ତ୍ରୀ । ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲେ ରାଜନାଥ ସିଂ । ଦୀୟା ସିଂହ ହେବେ ଉପମୁଖ୍ୟମନ୍ତ୍ରୀ । ପ୍ରେମଚାନ୍ଦ ବୈରୱା ହେବେ ଉପମୁଖ୍ୟମନ୍ତ୍ରୀ । ବାସୁଦେବ ଦେବନାନୀ ହେବେ ବାଚସ୍ପତି ।

ଭଜନଲାଲ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking