28.5 C
Bhubaneswar
Wednesday, April 22, 2026
Homeଓଡିଶାମାଟିତଳୁ ୨ ମୃତଦେହ ଉଦ୍ଧାର

ମାଟିତଳୁ ୨ ମୃତଦେହ ଉଦ୍ଧାର

ବାରିପଦା: କୁଳିଆଣା ଥାନା ନୂଆଗାଁରେ ଘଟିଛି ଡବଲ ମର୍ଡର । ମାଟିତଳୁ ଉଦ୍ଧାର କରାଯାଇଛି ଦୁଇଟି ଶବ । ସୂଚନା ଅନୁସାରେ, ଗତ ୧୯ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡା ନିଖୋଜ ଥିଲେ ଉଭୟେ । ଜ୍ୱାଇଁ ସ୍ତ୍ରୀ ଓ ଶାଶୁଙ୍କ ହତ୍ୟା କରି ମାଟିତଳେ ପୋତି ତା’ଉପରେ କଦଳୀ ଗଛ ଲଗାଇଥିଲା । ମୟୂରଭଞ୍ଜ ଜିଲ୍ଲା କୁଳିଆଣି ଥାନା ବଡନୂଆଗାଁରେ ଘଟିଛି ଏହି ଏଘଟଣ । ମୃତ ଦେହ ଜବତ କରି ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସର ଚାଲିଛି ପଚରାଉଚରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking