25.1 C
Bhubaneswar
Tuesday, January 7, 2025
Homeଓଡିଶାଭୁବନେଶ୍ୱରଜୁଲାଇ ୨୦ରୁ +୨ ଆବେଦନ

ଜୁଲାଇ ୨୦ରୁ +୨ ଆବେଦନ

ଭୁବନେଶ୍ୱର: ରାଜ୍ୟରେ +୨ ନାମଲେଖା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କହିବା ମୁତାବକ, ଜୁଲାଇ ୨୦ରୁ ଅଗଷ୍ଟ ୧୦ ଯାଏଁ ଛାତ୍ରଛାତ୍ରୀମାନେ +୨ ନାମଲେଖା ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ସାମ୍ସ ପୋଟାର୍ଲରେ ନାମଲେଖା ପାଇଁ ଆବେଦନ କରିପାରିବେ ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ସିବିଏସଇ ଓ ଆଇସିଏସଇ ରେଜଲ୍ଟ ବାହାରି ନାହିଁ । ଆବଶ୍ୟକ ହେଲେ ଆବେଦନ ତାରିଖ ଘୁଞ୍ଚାଯିବ । ସିଟ୍ ସମସ୍ୟା ଉପୁଜିଲେ ଆବଶ୍ୟକ ସ୍ଥଳେ ସିଟ୍ ବଢ଼ାଯିବ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking