ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୭୨,୦୩୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 1908 Covid patients have recovered and are being discharged on 29.10.2020
222 from Khordha
170 from Sundargarh
126 from Anugul
102 from Kendrapara
100 from Cuttack
96 from Bolangir
89 from Baleswar
80 from Mayurbhanj
76 from Kalahandi
73 from Jagatsinghpur— H & FW Dept Odisha (@HFWOdisha) October 29, 2020
68 from Nuapada
55 from Jharsuguda
49 from Dhenkanal
48 from Jajapur
47 from Puri
45 from Nabarangpur
45 from Sambalpur
42 from Kandhamal
42 from Keonjhar
37 from Bargarh
37 from Sonepur
35 from Malkangiri
34 from Rayagada
33 from Koraput
32 from Boudh
30 from Nayagarh— H & FW Dept Odisha (@HFWOdisha) October 29, 2020
25 from Bhadrak
20 from Ganjam
5 from Gajapati
4 from Deogarh
41 from State PoolThe total recovered cases of Odisha now stand at 272038
— H & FW Dept Odisha (@HFWOdisha) October 29, 2020