29.1 C
Bhubaneswar
Wednesday, April 24, 2024
Homeଓଡିଶାଦଶରଥପୁର ଦତପୁର ଠାରେ  ଘାଇ ମରାମତି ସରିନାହିଁ

ଦଶରଥପୁର ଦତପୁର ଠାରେ  ଘାଇ ମରାମତି ସରିନାହିଁ

ଯାଜପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ଦତପୁର ଠାରେ ଗତ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଆଜି ପର୍ଯ୍ୟନ୍ତ ମରାମତି ସରିନାହିଁ । ପଂଳରେ ସ୍ଥାନୀୟ ଅଂଚଳ ବାସୀ ନାନା  ଆଶଙ୍କାରେ ଦିନ କାଟୁଛନ୍ତି । ଘାଇ ମରାମତି ଆରମ୍ଭ ହୋଇଥିଲେ ହେଁ ଅଧାରୁ କାମ ବନ୍ଦ ରହିଛି । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁପଂଳ ମିଳିନାହିଁ । ପଂଳରେ ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଜଣାଇଛନ୍ତି । ତୁରନ୍ତ ଘାଇ ମରାମତି କରିବାକୁ ଦାବୀ କରିଛନ୍ତି । ଘାଇ ମରାମତି କାମ ନ ସରିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking