27.1 C
Bhubaneswar
Thursday, April 30, 2026
Homeଓଡିଶା୧୬ ବର୍ଷର ପୁଅ ନିଖୋଜ: ପାଉନି ପୋଲିସ

୧୬ ବର୍ଷର ପୁଅ ନିଖୋଜ: ପାଉନି ପୋଲିସ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ଓମ ମୁଖିଆ ନିଖୋଜ ଅଛି। ୪ ଦିନ ହେଲା ନିଖୋଜ ସତ୍ତ୍ବେ ଖୋଜି ପାଉନି ପୋଲିସ। ଗଳି କନ୍ଦି ଖୋଜି ବୁଲି ବୁଲି ନିଜେ ସିସିଟିଭି ଭିଜୁଆଲ ସଂଗ୍ରହ କରୁଛନ୍ତି ନିଖୋଜ ନାବାଳକର ମା। ସିସିଟିଭିରେ ପୁଅ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। କରାଟେ କ୍ଲାସ୍ ଯାଇ ପୁଅ ଆଉ ଘରକୁ ଫେରି ନ ଥିବା ସୂଚନା ମିଳିଛି। ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିଖୋଜ ନାବାଳକର ମା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking