29.1 C
Bhubaneswar
Thursday, April 24, 2025
Homeଓଡିଶାରାଜଧାନୀରେ ୧୧୮୦୬ ବେଆଇନ ଘର : ମନ୍ତ୍ରୀ

ରାଜଧାନୀରେ ୧୧୮୦୬ ବେଆଇନ ଘର : ମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ନିର୍ମାଣ ହୋଇଛି ୧୧୮୦୬ ବେଆଇନ ଘର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୨୦୧୮- ୧୯ରେ  ୭୨୨୩ ଘରକୁ ନିୟମିତ କରାଯାଇଛି । ୪୫୮୩ ଘରକୁ ନିୟମିତ କରିବାକୁ ବାକି ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking