ଭୁବନେଶ୍ୱର: ଖୁସି ଖବର । ରାଜ୍ୟରେ ଆଜି ଆଉ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୧୪୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୨, ଖୋର୍ଦ୍ଧାରୁ ୯୫, ଅନୁଗୁଳରୁ ୭୫, କେନ୍ଦ୍ରାପଡାରୁ ୫୯, ମୟୁରଭଂଜରୁ ୫୫, ଜଗତସିଂହପୁରରୁ ୫୦, କୋରାପୁଟରୁ ୪୧, ନୂଆପଡାରୁ ୩୯, କେନ୍ଦୁଝରରୁ ୩୭, ବରଗଡରୁ ୩୦, ପୁରୀରୁ ୨୯, ବାଲେଶ୍ୱରରୁ ୨୮, ଢେଙ୍କାନାଳରୁ ୨୬, ନବରଂଗପୁରରୁ ୨୪, ବଲାଙ୍ଗୀରରୁ ୨୩, କଳାହାଣ୍ଡିରୁ ୨୨, ଯାଜପୁରରୁ ୨୧, ନୟାଗଡରୁ ୧୭, ଗଂଜାମରୁ ୧୫, ଝାରସୁଗୁଡାରୁ ୧୨, ସମ୍ବଲପୁରରୁ ୧୨, ରାୟଗଡାରୁ ୧୦, ସୋନପୁରରୁ ୧୦, କନ୍ଧମାଳରୁ ୯, ଦେଓଗଡରୁ ୫, ଭଦ୍ରକରୁ ୪, ମାଲକାନଗିରିରୁ ୪, ବୌଦ୍ଧରୁ ୩, ଗଜପତିରୁ ୧ ଓ ଷ୍ଟେଟ ପୁଲରୁ ୨୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ମୋଟ କରୋନା ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୨ ହଜାର ୭୯୬କୁ ବୃଦ୍ଧି ପାଇଛି ।
Another 1019 Covid patients have recovered and are being discharged on 19.11.2020
141 from Sundargarh
102 from Cuttack
95 from Khordha
75 from Anugul
59 from Kendrapara
55 from Mayurbhanj
50 from Jagatsinghpur
41 from Koraput
39 from Nuapada
37 from Keonjhar
30 from Bargarh— H & FW Dept Odisha (@HFWOdisha) November 19, 2020
29 from Puri
28 from Baleswar
26 from Dhenkanal
24 from Nabarangpur
23 from Bolangir
22 from Kalahandi
21 from Jajapur
17 from Nayagarh
15 from Ganjam
12 from Jharsuguda
12 from Sambalpur
10 from Rayagada
10 from Sonepur
9 from Kandhamal
5 from Deogarh
4 from Bhadrak— H & FW Dept Odisha (@HFWOdisha) November 19, 2020
4 from Malkangiri
3 from Boudh
1 from Gajapati
20 from State PoolThe total recovered cases of Odisha now stand at 302796
— H & FW Dept Odisha (@HFWOdisha) November 19, 2020