19.1 C
Bhubaneswar
Saturday, November 23, 2024
Homeଓଡିଶା୮୬୩ କୋଟିର ଜିଏସ୍‌ଟି ଠକେଇ, ୨ ଗିରଫ

୮୬୩ କୋଟିର ଜିଏସ୍‌ଟି ଠକେଇ, ୨ ଗିରଫ

ଗୁରୁଗ୍ରାମ: ଜିଏସ୍‌ଟି ଗୁଇନ୍ଦା ବିଭାଗ ଅଧିକାରୀମାନେ ଶୁକ୍ରବାର ହରିୟାଣାର ଗୁରୁଗ୍ରାମ ସହରରେ ୮୬୩ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଗ୍ୟାଙ୍ଗ୍ ଠାବ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି । ଏହି ଗ୍ୟାଙ୍ଗ୍ ଜାଲ୍ ଇନ୍‌ଭଏସ ଜରିଆରେ ଏଭଳି ଠକେଇ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ନକଲି ଆଧାରକାର୍ଡ, ପାନ୍ କାର୍ଡ, ଇଲେକ୍‌ଟ୍ରିକ୍ ବିଲ୍ ଓ ଲାପ୍‌ଟପ୍ ଇତ୍ୟାଦି ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking