33.1 C
Bhubaneswar
Tuesday, March 18, 2025
Homeଓଡିଶା୬ ମାସରେ ଭୁବନେଶ୍ୱରର ୧୮ଟି ଫ୍ଲାଟରୁ ଚୋରି: ମୁଖ୍ୟମନ୍ତ୍ରୀ  

୬ ମାସରେ ଭୁବନେଶ୍ୱରର ୧୮ଟି ଫ୍ଲାଟରୁ ଚୋରି: ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର: ୬ ମାସରେ ଭୁବନେଶ୍ୱରର ୧୮ଟି ଫ୍ଲାଟରୁ ଚୋରି ହୋଇଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୮ଟି ଫ୍ଲାଟରୁ ୩୮ ଲକ୍ଷ ୪୪ ହଜାର ଟଙ୍କାର ଚୋରି ହୋଇଛି । ଆବାସିକ ଘରୁ ୪୦୩ଟି ଚୋରି , ୧,୮୨, ୭, ୯୪୨ ଟଙ୍କା ଚୋରି ହୋଇଛି । ୭୯ ଲକ୍ଷ ୩୫ ହଜାର ଟଙ୍କା ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking