ନୂଆଦିଲ୍ଲୀ: ଦିଲ୍ଲୀ ସାକେତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ ହୋଇଥିବା ସୂଚନା । ପୋଲିସ ଉପସ୍ଥିତିରେ ଯୁବତୀଙ୍କୁ ୪ ରାଉଣ୍ଡ ଗୁଳିମାଡ ହୋଇଛି । ଗୁଳିମାଡରେ ଯୁବତୀ ଜଣଙ୍କ ଗୁରୁତୁର ହୋଇଥିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଓକିଲ ପୋଷାକ ପିନ୍ଧି ଦୁର୍ବୃତ୍ତ ଗୁଳିମାଡ କରିଥିବା ଖବର ସାମ୍ନାକୁ ଆସିଛି ।