26.1 C
Bhubaneswar
Saturday, October 19, 2024
Homeଅପରାଧକଟକରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ : କଟକରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରୋଟିନ୍ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି । କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ସ୍ଥାନୀୟ ଏକ ଜିମ୍‌ର ଟ୍ରେନରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ମର୍କତ ନଗର ଥାନା ପୋଲିସ । ସମ୍ପୃକ୍ତ ଟ୍ରେନରଙ୍କୁ ପଚରାଉଚରା ଚାଲିଛି । ଅଭିଯୋଗ ହୋଇଛି, ଉଭୟଙ୍କର ଜିମରୁ ପରିଚୟ ହୋଇଥିଲା । ଟ୍ରେନର ଜଣକ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ପ୍ରତାରଣା କରିଛନ୍ତି ।

ଲେଖାଶ୍ରୀଙ୍କୁ ନିର୍ବାଚନୀ ଗଣିତ ପଢ଼ାଇଲେ ଇପ୍‌ସୀତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking