20.1 C
Bhubaneswar
Sunday, December 21, 2025
Homeଓଡିଶାବାରହା ଶିକାର କଲା ଯମୁନା

ବାରହା ଶିକାର କଲା ଯମୁନା

ମୟୁରଭଞ୍ଜ: ବାରିପଦା ଶିମିଳପାଳରେ ବାରହା ଶିକାର କଲା ବାଘୁଣୀ ଯମୁନା । ଅଭୟାରଣ୍ୟରେ ପ୍ରଥମ କରି ବାରହା ଶିକାର କଲା । ମହାବଳର ସ୍ଵାସ୍ତ୍ୟବସ୍ତା ଠିକ ଥିବା ଶିମିଳପାଳ ଆରସିସିଏଫଙ୍କ ସୂଚନା । ଯମୁନାକୁ ମହାରାଷ୍ଟ୍ର ରୁ ଅଣାଯାଇ ଶିମିଳପାଳରେ ଛଡାଯାଇଯମୁନାକୁ ମହାରାଷ୍ଟ୍ର ରୁ ଅଣାଯାଇ ଶିମିଳପାଳରେ ଛଡାଯାଇଥିଲା । ମହାରାଷ୍ଟ୍ରର ମହାବଳ ଓଡ଼ିଶାର ଶିମିଳିପାଳ ଅଭୟାଣ୍ୟରେ ଆଣି ଛଡାଯାଇଥିଲା । ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ମହାବଳକୁ ଅଣାଯାଇଥିଲା । ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ଲକ୍ଷ୍ୟରେ ଏହାକୁ ଅଣାଯାଇଛି। ଏହାକୁ ଅଭୟାରଣ୍ୟରେ ଛଡାଯାଇ ଏହି ମହାବଳକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ତଡ଼ବା ବ୍ୟାଘ୍ର ଅଭୟାରଣ୍ୟକୁ ଯାଇଥିଲେ। ଏହି ବାଘୁଣୀ ଯମୁନା କୁ କିଛିଦିନ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର କ୍ଲୋଜରରେ ରଖି ଅବଜରଭେସନ କଲା ପରେ ଶିମିଳିପାଳ କୋର ଏରିଆ ଭିତରେ ପରେ ଛାଡିଯାଇଥିଲା । ଏହି ପରିପେକ୍ଷୀରେ ଆଜି ବାଘୁଣୀ ଯମୁନା ବାରହା କୁ ପ୍ରଥମ ଶିକାର କରିଥିବାର ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking