26.1 C
Bhubaneswar
Sunday, November 24, 2024
Homeଓଡିଶାବିଶ୍ୱର ପ୍ରଥମ ଚିକନଗୁନିଆ ଭ୍ୟାକ୍‌ସିନ୍ ଲଞ୍ଚ୍

ବିଶ୍ୱର ପ୍ରଥମ ଚିକନଗୁନିଆ ଭ୍ୟାକ୍‌ସିନ୍ ଲଞ୍ଚ୍

ନୂଆଦିଲ୍ଲୀ:  ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେସନ୍ (ଏଫ୍‌ଡିଏ) ମଞ୍ଜୁରୀ ପ୍ରଦାନ କରିବା ପରେ ଚିକନ୍‌ଗୁନିଆର ପ୍ରଥମ ଭ୍ୟାକ୍‌ସିନ୍ ‘ଇକ୍ସଚିକ୍‌’ ଶୁକ୍ରବାର ଲଞ୍ଚ୍ ହୋଇଛି । ଏହି ଭ୍ୟାକ୍‌ସିନ୍ ୧୮ ବର୍ଷ ଏବଂ ଏହାଠାରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ଦିଆଯାଇପାରିବ ।

ଏଫ୍‌ଡିଏ ଅନୁସାରେ, ମାଂସପେଶୀର ଭ୍ୟାକ୍‌ସିନ୍‌ର ଗୋଟିଏ ଡୋଜ୍ ହିଁ ଦିଆଯିବ । ଏଡିଏର ସେଣ୍ଟର୍ ଫର୍ ବାୟୋଲଜିକ୍ସ ଇଭେଲ୍ୟୁସନ୍ ଆଣ୍ଡ୍ ରିସର୍ଚ୍ଚର ନିର୍ଦ୍ଦେଶକ ପିଟର ମାର୍କ୍ସଙ୍କ କହିବା ଅନୁସାରେ ଚିକନ୍‌ଗୁନିଆ ଭାଇରସ୍‌ର ସଂକ୍ରମଣ କେତେକ ଅନ୍ୟ ରୋଗ ଏବଂ ଦୀର୍ଘଦିନ ଲାଗିରହୁଥିବା ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହି ଭ୍ୟାକ୍‌ସିନ୍ ଚିକନ୍‌ଗୁନିଆ ବିରୋଧରେ ଲଢ଼େଇ ପାଇଁ ପ୍ରଭାବଶାଳୀ ସାବ୍ୟସ୍ତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking