ଭୁବନେଶ୍ୱର: ଶ୍ରମିକ, ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ଗ୍ୟାସ । ୫ କେଜି ଗ୍ୟାସ ବିକ୍ରିକୁ ନେଇ ଖାଦ୍ୟ ଯୋଗାଣ ବିଭାଗ ସ୍ପଷ୍ଟୀକରଣ ରଖିଛି । ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟ ପତ୍ର ଦେଖାଇ କିଣିପାରିବେ । ତୈଳ ମାର୍କେଟିଂ କଂପାନୀ ଦ୍ୱାରା ବିକ୍ରି ୫ କେଜି ଗ୍ୟାସ କିଣିପାରିବେ । ଇ- କେୱାଇସି ହୋଇଥିଲେ ପରିଚୟ ପତ୍ର ଦେଖାଇ କିଣିପାରିବେ । ବେଆଇନ ଗଚ୍ଛିତ ସିଲିଣ୍ଡର ଓ କଳାବଜାରୀ ବିରୋଧରେ ଚଢାଉ ଜାରି ରହିବ ।









