24.4 C
Bhubaneswar
Tuesday, April 7, 2026
Homeଓଡିଶାଶ୍ରମିକଙ୍କ ମୃତଦେହ ଉଦ୍ଧାର

ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଧାମରା: ଧାମରା ପଞ୍ଚାୟତ ଗୁଆଁଳ ଗ୍ରାମ ନିକଟ ରେଳପଥ ପାର୍ଶ୍ବରେ ଥିବା ଏକ ନୟନଜୋରିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ଏକ ଚିଙ୍ଗଡ଼ି ପୋଖରିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ଛି। ମୃତଦେହ ଭାସୁଥିବା ନୟନଜୋରିଠାରୁ ଅଳ୍ପ ଦୂରେ ଏକ ମୋଟରସାଇକେଲ ପଡିଛି। ଖବର ପାଇ ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ତେବେ ମୃତକଙ୍କ ପରିଚୟ ଏଯାଏ ମିଳିପାରି ନାହିଁ। ହତ୍ୟାର କାରଣ ମଧ୍ୟ ଜଣାପଡ଼ି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking