28.1 C
Bhubaneswar
Sunday, September 22, 2024
Homeଓଡିଶାନଭେମ୍ବର ୨୧ ରୁ ବିଧାନସଭା ଶୀତକାଳିନ ଅଧିବେଶନ

ନଭେମ୍ବର ୨୧ ରୁ ବିଧାନସଭା ଶୀତକାଳିନ ଅଧିବେଶନ

ଭୁବନେଶ୍ୱର: ବିଧାନସଭା ଶୀତକାଳିନ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ଏହା ହେଉଛି ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ । ଦିନ ୧୧ଟାରେ ଆରମ୍ଭ ହେବ ଶୀତକାଳିନ ଅଧିବେଶନ । ଶୀତକାଳିନ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ବିଧାନସଭା ସଚିବ । ସୂଚନାଯୋଗ୍ୟ, ବିରୋଧୀଙ୍କ ହଟ୍ଟଗୋଳ ପାଇଁ ପୂର୍ବ ଅଧିବେଶନରେ ଗୃହ ଅଧାଦିନ ମୁଲତବୀ ରହିଥିଲା ।

ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନ ଉଡ଼ାନ୍ତୁ ନାହିଁ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking