19.1 C
Bhubaneswar
Saturday, November 23, 2024
Homeଓଡିଶାଅଡୁଆରେ ପଡିବେକି ବିଜୟ?

ଅଡୁଆରେ ପଡିବେକି ବିଜୟ?

ଭୁବନେଶ୍ୱର: ଆବେଦନର ମାସକ ପରେ ଓ ୩ ମାସ ପୂର୍ବରୁ ହାଜର ହେବାକୁ ପଡିବ । ୩ ଜଣ ସାକ୍ଷୀଙ୍କ ସହ ଉଭ ବର ଏବଂ କନ୍ୟା ହାଜର ହେବେ । ଯଦି କିଛି ଅଭିଯୋଗ ଆସେ, ତେବେ ତାର ଶୁଣାଣି କରାଯିବ । ଏଯାଏଁ କିଛି ଅଭିଯୋଗ ଆସିନି, ଆସିଲେ ଶୁଣାଣି କରାଯିବ । ଅନ୍ୟପଟେ ପ୍ରେମିକ ବିଜୟଙ୍କ ବିବାହକୁ ନେଇ ପ୍ରେମିକା ସୋମାଲିକା ବି କଡା ମନ୍ତବ୍ୟ ଦେଇଛନ୍ତି ।  ାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ବିଜୟଙ୍କୁ ସୁରକ୍ଷା ଦେଉଛି । ଏଭଳି କିଛି କହିଲେ ସୋମାଲିକା । ଖାଲି ଏତିକି ନୁହେଁ ପୋଲିସ ତଦନ୍ତ କଲା, କିନ୍ତୁ ରେଜଲ୍ଟ କୁଆଡେ ଗଲା । ଏମିତି ପ୍ରଶ୍ନ କଲେ ସୋମାଲିକା ।  ପଦବୀ, ପାୱାର ପାଇଁ ହିଁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking