27.1 C
Bhubaneswar
Friday, December 5, 2025
Homeଓଡିଶାପଦ୍ମ ଧରିବେ କି ପ୍ରୟାସକାନ୍ତି?

ପଦ୍ମ ଧରିବେ କି ପ୍ରୟାସକାନ୍ତି?

ଭଦ୍ରକ: ବିଜେପି ରାଜ୍ୟ ଅଫିସରେ ପୂର୍ୱତନ ମନ୍ତ୍ରୀ  ପ୍ରଫୁଲ୍ଲ ସାମଲଙ୍କ ପୁଅ  ପ୍ରୟାସକାନ୍ତି । ବାସୁଦେବପୁର ବିଜେପି ବିଧାୟକ ପ୍ରାର୍ଥୀ  ବାଣୀକଲ୍ୟାଣଙ୍କ ସହ ଆସିଥିଲେ ପ୍ରୟାସକାନ୍ତି । ପ୍ରୟାସକାନ୍ତି ସାମଲ ବିଜେପି କାଯ୍ୟାଳୟରେ ଉପସ୍ଥିତି ନେଇ ବଢିଲା ଚର୍ଚ୍ଚା । ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ମେ ୨୮ ତାରିଖରେ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ । ସେ ସମୟରେ କିଛି ବ୍ୟକ୍ତିଗତ କାରଣରୁ ବିଜେଡିରୁ ଇସ୍ତଫା ଦେଇଥିବା ଏବଂ ତାଙ୍କର ଅନ୍ୟ କୌଣସି ଦଳରେ ଯୋଗଦେବାର କୌଣସି ଯୋଜନା ନାହିଁ ବୋଲି କହିଥିଲେ ପ୍ରୟାସକାନ୍ତି । ବରଂ ତାଙ୍କ ପରିବାରର ଯେହେତୁ ଦୁଇ ଜଣ ସଦସ୍ୟ ରାଜନୀତିରେ ଅଛନ୍ତି ତେଣୁ ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking