28.1 C
Bhubaneswar
Sunday, October 6, 2024
Homeଅପରାଧମୋବାଇଲ ପାଇଁ ସ୍ୱାମୀକୁ ଆକ୍ରମଣ କଲେ ସ୍ତ୍ରୀ

ମୋବାଇଲ ପାଇଁ ସ୍ୱାମୀକୁ ଆକ୍ରମଣ କଲେ ସ୍ତ୍ରୀ

ଵଲାଙ୍ଗିର: ଵଲାଙ୍ଗିର ଜିଲ୍ଲାରେ ମୋବାଇଲ ପାଇଁ ସ୍ୱାମୀ କୁ ଆକ୍ରମଣ କଲେ ସ୍ତ୍ରୀ । ପୁଇଁତଲା ଥାନା କେସରକଲା ଗାଁ ରେ ଘଟିଛି ଘଟଣା । ସ୍ୱାମୀ ଗଣେଶ୍ୱର ସୁନାକୁ କୁ ଗୁରୁତର ଅବସ୍ଥା ରେ ଵଲାଙ୍ଗିର ଭୀମଭୋଇ ମେଡିଲାଲ କଲେଜ ଡାକ୍ତରଖାନା ରେ ଭର୍ତ୍ତି କାରରଯାଇଛି । ଗଣେଶ୍ୱର ଙ୍କୁ ମୋବାଇଲ ମାଗିଥିଲେ ତାଙ୍କ ସ୍ତ୍ରୀ ଈଶ୍ୱରୀ କୁମାରୀ । ହେଲେ ମୋବାଇଲ ନ ପାଇବାରୁ ଆଜି ସ୍ୱାମୀ କୁ ପନିକି ରେ ଆକ୍ରମଣ କରିଛି । ସ୍ୱାମୀ ଅନ୍ୟ କେଉଁ ମହିଳା ଙ୍କ ସହିତ କଥା ହେଉଛି ଏନେଇ ସନ୍ଦେହ କରିବାରରୁ ଏପରି ଘଟଣା ଘଟିଛି।

ଆଜିଠୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking