ଭୁବନେଶ୍ୱର: ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନ । ନବୀନ ବାବୁ କାହିଁକି ଚୁପ୍ ପ୍ରଶ୍ନ କଲ୍ ବିଜେପି ସାଂସଦ । ସନାତନ ଧର୍ମକୁ ନେଇ ମମତା ବାନାର୍ଜୀ ମାଡ ମାରୁଛନ୍ତି । ଓଡିଶାବାସୀ ଚିନ୍ତିତ ଅଛନ୍ତି ଯେ ନୂଆ ଧାମ କେମିତି ତିଆରି ହେଲା । ନବୀନ ବାବୁ ଚୁପ୍ କେମିତି ଅଛନ୍ତି, ଆଶ୍ଚର୍ଯ୍ୟର କଥା । ଭାଇ ଭାବେ ଭଉଣୀଙ୍କୁ ବୁଝାଇବା କଥା । ଜଗନ୍ନାଥ ଆମ ଆଉ ଗୋଟେ ତିଆରି ହୋଇପାରିବ ନାହିଁ ।